ଭୁବନେଶ୍ୱର: ଦାମି Audi କାର୍ଟେ କିଣିବାକୁ କାହାର ବା ଇଚ୍ଛା ନ ଥାଏ । ସମସ୍ତେ ଚାହାନ୍ତି ଦାମି କାର୍ଟେ କିଣି ସେଥିରେ ବୁଲିବାକୁ । କିନ୍ତୁ ଏହି ଦାମି କାର୍ କିଣିବା ସ୍ୱପ୍ନ ସମସ୍ତଙ୍କର ପୁରା ହୋଇପାରେ ନାହିଁ । ବିଶେଷ କରି ଓଡିଶା ବଜାରରେ ଏହି ଗାଡି କିଣିବାକୁ ସମସ୍ତେ ସକ୍ଷମ ହେଇନଥାନ୍ତି ।
ତେବେ ସେହିଭଳି କିଛି ଗ୍ରାହାକଙ୍କ ପାଇଁ କମ୍ପାନୀ ଆଣି ଦେଇଛି କମ୍ ଦାମରେ ଗାଡି । ଖାଲି ଦାମି କାରଟେ କିଣିଦେଲେ ହେବ ନାହିଁ । ଏହା ସହିତ ତାର ରକ୍ଷଣା ବେକ୍ଷଣ ନିହାତି ଦରକାର । ଯାହା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ ।
ଏହି ଦାମି କାର୍ ସବୁ କିଣିବାକୁ ଯେତିକି ଟଙ୍କା ଖର୍ଚ କରିବାକୁ ପଡେ ତାଠୁ ଅଧିକ ଟଙ୍କା କାରର ରକ୍ଷଣା ବେକ୍ଷଣରେ ପଳାଏ । ତେବେ ଆସନ୍ତୁ ଜାଣିବା ଗୋଟେ ଦାମି କାର କିଣିବାକୁ ହେଲେ ଓ ତାର ଦେଖାଶୁଣା କରିବାକୁ ହେଲେ ଗୋଟିଏ ବ୍ୟକ୍ତିର ସର୍ବନିମ୍ନ ଆୟ କେତେ ହେବା ଦରକାର । ଯେଉଁ ବ୍ୟକ୍ତିର ବାର୍ଷିକ Income Tax Return ୧୫ ଲକ୍ଷ ଥିବ, ସେହି ବ୍ୟକ୍ତି ହିଁ ୮ ଲକ୍ଷ down payment ଦେଇପାରିବ । ତାହାଲେ ଯାଇକି ସେ ଏକ ଦାମି କାର କିଣିବାକୁ ସକ୍ଷମ ହେବ । କେବଳ ଏତିକି ନୁହେଁ, ଏହା ସହ ଗାଡିର ମାସିକ EMI ୭୯,୬୩୨ ଦେବା ସହ ମାସକୁ ୧୭ ହଜାର ୫୬୪ ଟଙ୍କା ଗାଡିର ତେଲ ପାଇଁ ଖର୍ଚ୍ଚ କରିବାକୁ ପଡିବ । ତାହାଲେ ଯାଇ ଜଣେ ଇଣ୍ଡିଆରେ ଦାମି କାର କିଣିପାରିବ ।
Audi Q8 (1.34 Crores onwards)
Audi A6 (54.43 Lakhs onwards)
Audi Q3 (34.97 Lakhs onwards)
Audi A6 (54.43 Lakhs onwards)